ଦୀର୍ଘଦିନ ପରେ 5 ହଜାରରୁ ତଳକୁ ଖସିଲା କରୋନା ସଂକ୍ରମଣ
।ଦେଶରେ ଦିନକରେ 4 ହଜାର 282 ନୂଆ ସଂକ୍ରମିତ ଚିହ୍ନଟ।ସୁସ୍ଥ ହୋଇଛନ୍ତି 6 ହଜାର 37 ଜଣ କରୋନା ଆକ୍ରାନ୍ତ।ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 47 ହଜାର 246କୁ ହ୍ରାସ।

ରାଜ୍ୟରେ ଗତ 24 ଘଣ୍ଟାରେ 279 ପଜିଟିଭ ଚିହ୍ନଟ, ଜଣେ ମୃତ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 45 ହଜାର 200କୁ ବୃଦ୍ଧି।
ଆକ୍ଟିଭ କେସ୍ 4 ହଜାର 66, ସୁସ୍ଥ ହେଲେ 187 ଆକ୍ରାନ୍ତ।

Leave a Reply

Your email address will not be published. Required fields are marked *