ଏହି ନାମର ଝିଅମାନଙ୍କୁ ମିଳିଥାଏ ସ୍ଵର୍ଗ ଭଳି ଶଶୁରଘର ଯେଉଁଠି ସେମାନେ ସବୁବେଳେ ରହିଥାନ୍ତି ଖୁସିରେ

ଯେମିତି କି ବର୍ଷ ବର୍ଷ ଧରି ଏକ ମାନ୍ୟତା ଚାଲି ଆସୁଛି ଏବଂ ଆପଣମାନେ ବି ଏହା ଦେଖି ଥିବେ କି ବାହାଘର ପୂର୍ବରୁ ସବୁ ଝିଅମାନଙ୍କୁ ଏହା ଡର ଥାଏ କି ତାଙ୍କର ଶଶୁରଘର କେମିତି ହୋଇଥିବ । ସମସ୍ତେ…

ଚେନ୍ନାଇକୁ ଆଇପିଏଲ୍‌ ଟ୍ରଫି।

ପଞ୍ଚମ ଥର ପାଇଁ ଆଇପିଏଲ୍‌ ତାଜ୍‌ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗ୍ସ । ୧୫ ଓଭରରେ ଜିତିବାକୁ ୧୭୧ ରନ୍‌ର ଆବଶ୍ୟକ ପଡୁଥିବା ବେଳେ ଏହାକୁ ହାସଲ କରିବାକୁ ସକ୍ଷମ ହୋଇଥିଲା ଧୋନୀ ବାହିନୀ । ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି…

ସଂସଦର ନୂତନ ଭବନ ଲୋକାର୍ପଣ ।ଭାରତୀୟ ଇତିହାସରେ ଯୋଡି ହୋଇଛି ନୂଆ ଅଧ୍ୟାୟ।

ଭାରତୀୟ ଇତିହାସରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ସଂସଦର ନୂତନ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ । ତାମିଲନାଡୁ…

ଆକାଶ ଛୁଆଁ ଅଦା ଦର।

ଖରା ତାତିଠାରୁ ବଢିଗଲାଣି ହାଣ୍ଡିଶାଳର ତାତି । ଅଦା ଦର ଏବେ ଆକାଶଛୁଆଁ । ଉତ୍ପାଦନ ହ୍ରାସ ମୂଲ୍ୟବୃଦ୍ଧିର କାରଣ ହୋଇଥିବା କୁହାଯାଉଥିବା ବେଳେ ଦରବୃଦ୍ଧିକୁ ନେଇ ଖାଉଟି ନିଜର ଅସନ୍ତୋଷ ଜାହିର କଲେଣି । ଏପଟେ ଅଦା ଚାଷୀ ବହୁ…

ଘରେ ବନାନ୍ତୁ ଚିକେନ କବାବ।ନିଅନ୍ତୁ ରବିବାର ର ମଜା।

ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ସାଧାରଣତଃ ମାର୍କେଟରେ ମିଳୁଥିବା ଫାଷ୍ଟଫୁଡ୍‌ ବା ବିଭିନ୍ନ ଜଙ୍କ୍‌ ଫୁଡ୍ ଖାଇବା ପାଇଁ ଲୋକମାନେ ବେଶୀ ପସନ୍ଦ କରିଥାନ୍ତି । କିନ୍ତୁ ବାହାରେ ଫାଷ୍ଟଫୁଡ୍‌ ଖାଇବା ଦ୍ୱାରା ଦେହ…

ଜୁନ୍‌ରେ ୧୨ ଦିନ ବ୍ୟାଙ୍କ ବନ୍ଦ !

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ଆସନ୍ତା ମାସ ଅର୍ଥାତ୍‌ ଜୁନ୍‌ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା(Bank Holidays List) ଜାରି କରିଛି। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ…

ମାଗଣାରେ ଅପଡେଟ କରନ୍ତୁ ନିଜର ଆଧାରକାର୍ଡ।

ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି ଆବଶ୍ୟକ ।…

ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ।

ଗତକାଲି ଅଭିନେତା, ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନଙ୍କର ମୃତ୍ୟୁ ଖବର ମିଳିଛି । ତେବେ ଏହା ମଧ୍ୟରେ ପୁଣି ଜଣେ ଅଭିନେତାଙ୍କ…

ଶୈବପୀଠରେ ଗଞ୍ଜେଇ ମନା।

ଶୈବପୀଠମାନଙ୍କରେ ଗଞ୍ଜେଇ ଟଣାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ମନ୍ଦିରରେ ପ୍ରସାଦ ବାହାନାରେ ଚିଲମ ଟଣା ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି…

ଗତଦୁଇ ଦିନ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜିଠାରୁ ପୁଣି ବଢ଼ିବ ଦିନ ତାପମାତ୍ରା ।

ଗୋଟିଏ ପଟେ ଜଳୁଛି ପଶ୍ଚିମ ଓଡ଼ିଶା ଅନ୍ୟପଟେ ଉପକୂଳରେ ଗଳୁଗୁଳି କରୁଛି ହନ୍ତସନ୍ତ।ଗତଦୁଇ ଦିନ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜିଠାରୁ ପୁଣି ଦିନ ତାପମାତ୍ରା କେତେକ ସ୍ଥାନରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।କାହିଁକି ନା ରାଜ୍ୟରେ ଦୁର୍ବଳ…

ଛାତ୍ରଛାତ୍ରୀ ଦେଖିଲେ ଶୂନ୍ୟ ଛାଇ ର ଦୃଶ୍ୟ।

ଛାତ୍ରଛାତ୍ରୀ ଦେଖିଲେ ଶୂନ୍ୟ ଛାଇ ର ଦୃଶ୍ୟ। ଆଜି ଶୂନ୍ୟ ଛାଇ ଦିବସ ହୋଇଥିବା ବେଳେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପଠାଣି ସାମନ୍ତ ପ୍ଳେନେଟୋରିଅମ ପରିସରରେ ଛାଇ ଉଭେଇଯିବାର ଦୃଶ୍ୟ ଅବଲୋକନ କଲେ ରାଜଧାନୀର ଛାତ୍ରଛାତ୍ରୀ । ଏହାକୁ ନେଉ ପ୍ଲାନେଟାରିଉମ…