ଭୁବନେଶ୍ଵର କୁ ଜଗିବ ଡ୍ରୋନ।

ଡ୍ରୋନ୍ ପାଟ୍ରୋଲିଂ ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୁଲିସ । ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ରହିବ ନଜର । ଆଉ ଏହି ଅପରାଧ ଉପରେ ନଜର ରଖିବ କମିଶନରେଟ ପୁଲିସ । ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଆଲ…

RBI ର ବଡ ନିଷ୍ପତି।ଆଉ ଚଳିବନି ଦୁଇ ହଜାର ଟଙ୍କିଆ ନୋଟ।

ଦୁଇ ହଜାର ଟଙ୍କିଆ ନୋଟ କୁ ମାର୍କେଟରୁ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ତେବେ ଏହା ଅଚଳ ହେବନି । ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ମଧ୍ୟ…

ସ୍ବସ୍ତି ପ୍ରିମିୟମ୍‌ରେ ଆରମ୍ଭ ହୋଇଛି ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ।

ସ୍ବସ୍ତି ପ୍ରିମିୟମ୍‌ରେ ଆରମ୍ଭ ହୋଇଛି ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲ ଆଜି ଠୁ ଆରମ୍ଭ ହୋଇ ଚଳିତମାସ ୨୮ ତାରିଖ ଯାଏ ଚାଲିବ। ଫେଷ୍ଟିଭାଲ ସମୟରେ ଗ୍ରାହକ ଏଠାରେ ପ୍ରାୟ ୧୦୦ ପ୍ରକାରର ଖାଦ୍ୟର ମଜା ପାଇପାରିବେ ।ଏଥିସହ ଗ୍ରାହକ…

କିନ୍ନର ବର ଗଛ ମୂଳେ ସାବିତ୍ରୀ।କଲେ ଗୁରୁ ଙ୍କ ଦୀର୍ଘାୟୁ କାମନା।

ହାତରେ ମେହେନ୍ଦି, ପାଦରେ ଅଳତା । ଗଭାରେ ଗଜରା ପୁଣି ମଥାରେ ସିନ୍ଦୂର । ହିନ୍ଦୁ ପରମ୍ପରା ଅନୁଯାୟୀ ସପ୍ତ ଶିଙ୍ଗାର ରୂପେ ସଜେଇ ହୋଇ ସାବିତ୍ରୀ ପାଳିଛନ୍ତି କିନ୍ନର। ମନରେ ଗୁରୁଙ୍କ ଶୁଭ ମନାସି ବରଗଛ ମୂଳେ ସାବିତ୍ରୀ କିନ୍ନର…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଚଳିତବର୍ଷ ମାଟ୍ରିକ ପାସ୍ ହାର 96.4 ପ୍ରତିଶତ । ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ ବର୍ଷ 5 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପରୀକ୍ଷା…

ବିଧାୟିକା ଭାବେ ଶପଥ ନେଲେ ଦୀପାଳି।

ବିଧାୟିକା ଭାବେ ଶପଥ ନେଲେ ଦୀପାଳି । ଝାରସୁଗୁଡାର ନବ ନିର୍ବାଚିତ ବିଧାୟକ ଭାବେ ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ଭୁବନେଶ୍ଵର ରୁ ଦୁବାଇ କୁ ଉଡ଼ିଲା ବିମାନ ।ସହଜ ହେବ ବିମାନ ସେବା।

ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହୋଇଛି ବିମାନ ସେବା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ ରୁ ବାହାରିଛି ଏକ ଫ୍ଲାଇଟ ଭୁବନେଶ୍ବରରେ ୫.୩୦ ରେ ପହଁଚିଛି। ୬.୩୦ରେ ଡାଇରେକ୍ଟ ଫ୍ଲାଇଟ୍…

16 ଏବଂ 17 ତାରିଖରେ ଅସହ୍ୟ ହେବ ତାତି।

ଆଜି ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ।ଦୁଇଦିନରେ 3 ରୁ 5°C ଯାଏଁ ବଢିବ ଦିନ ତାପମାତ୍ରା।16 ଏବଂ 17 ତାରିଖରେ ଅସହ୍ୟ ହେବ ତାତି।ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁର ପ୍ରବେଶ, ବାୟୁମଣ୍ଡଳରେ ଜଳୀୟବାଷ୍ପ ର ମାତ୍ରା କମିବା, କଳାବୈଶାଖୀ ଅଭାବ…

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା।

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା ।ଟାର୍ଗେଟରେ ଷ୍ଟେସନ ଯାଉଥିବା ଯାତ୍ରୀ । ଜନପଥରେ ବୁଲୁଛନ୍ତି । ଏକୁଟିଆ ଦେଖି ଲୁଟୁଛନ୍ତି । ଲୁଟ ପରେ ବିରୋଧ କଲେ ଚିଲ୍ଳେଇବା ସହ ଯାତ୍ରୀ ଜଣକ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣୁଥିଲେ..ଚେନ୍ନାଇ ଯିବା…

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟୀ । ।

ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି । ଦୀପାଳି ଦାସ ୪୮ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ଲକ୍ଷ ୭ହଜାର ୩ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ…