ଆଜି ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ।ଦୁଇଦିନରେ 3 ରୁ 5°C ଯାଏଁ ବଢିବ ଦିନ ତାପମାତ୍ରା।16 ଏବଂ 17 ତାରିଖରେ ଅସହ୍ୟ ହେବ ତାତି।ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁର ପ୍ରବେଶ, ବାୟୁମଣ୍ଡଳରେ ଜଳୀୟବାଷ୍ପ ର ମାତ୍ରା କମିବା, କଳାବୈଶାଖୀ ଅଭାବ ତଥା ସୂର୍ଯ୍ୟଙ୍କର ପ୍ରଖର କିରଣ ତାପମାତ୍ରା ବୃଦ୍ଧିର କାରଣ।

Leave a Reply

Your email address will not be published. Required fields are marked *