ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଙ୍କ ପରଲୋକ।55 ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହୋଇଛି।ହୃଦଘାତ ଯୋଗୁଁ ବାସୁଦେବ ଙ୍କର ମୃତ୍ୟୁ ହୋଇଥିବା ସୂଚନା।ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ବାସୁଦେବ।ଆଜି ସ୍ୱାସ୍ଥବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରିଥିଲେ ବାସୁଦେବ