ରାଜଭବନ ଛକ ରେ ଦୁର୍ଘଟଣା।ଅଳ୍ପକେ ବର୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ।ଉପ ଜିଲ୍ଲାପାଳଙ୍କ ଗାଡି କୁ ପିଟିଲା ମୋ ବସ।ଉପ ଜିଲ୍ଲାପାଳଙ୍କ କାର ୟୁନିଟ 6 ପଟୁ ଆସୁଥିବା ବେଳେ ଏଜି ଛକ ରୁ ଆସୁଥିବା ମୋ ବସ ନଂ -23 ପଛପଟୁ ଉପ ଜିଲ୍ଲପାଳ ଙ୍କ ଗାଡିକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଉପ ଜିଲ୍ଲପାଳଙ୍କ ଗାଡି 4 ଘେରା ମାରିଥିଲା।ଏହି ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡି ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଉପ ଜିଲ୍ଲାପାଳ ଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି।ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Leave a Reply

Your email address will not be published. Required fields are marked *