ରାଜଧାନୀରେ ମାତିଲେ କାର କାଚ ଭଙ୍ଗା ଲୁଟେରା l
ରସୁଲଗଡ଼ର ଏକ ସପିଙ୍ଗ ମଲ ସାମ୍ନାରୁ ଲୁଟିନେଲେ ଦାମୀ ଲାପଟପ ସହ ବ୍ୟାଗ lସିସିଟିଭି ରେ କଏଦ ହେଲା ଲୁଟ ଦୃଶ୍ୟ।ଘଟଣା ଘଟିଛି ଗତକାଲି ସନ୍ଧ୍ୟାରେ।ଲୁଟ ର ଶିକାର ହୋଇଛନ୍ତି ସହିଦନଗର ଅଂଚଳର ମନୋରଞ୍ଜନ ସାହୁ।କାର ଭିତରେ ବ୍ୟାଗ ରଖି ମନରୋଞ୍ଜନ ସପିଙ୍ଗ କରିବାକୁ ଯାଇଥିଲେ।ଏହି ସମୟରେ ଦୁଇଜଣ ବ୍ୟକ୍ତି ଓ ଜଣେ ଯୁବତୀ କିଛି ସମୟ ଧରି ବୁଲାବୁଲି କରିବା ପରେ କାର କାଚ ଭାଙ୍ଗିଲା ଲୁଟ କରିଥିଲେ।ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ମଞ୍ଚେଶ୍ୱର ଥାନା ପୋଲିସ

Leave a Reply

Your email address will not be published. Required fields are marked *