ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ।ସାଙ୍ଗକୁ କୁ ମାରିଲା ସାଙ୍ଗ
।ଖଣ୍ଡଗିରି ବାହାଦଲପୂର ରେ ଘଟିଛି ଏଭଳି ଘଟଣା।ଉଭୟ ଡ୍ରାଇଭର ଭାବେ କାମ କରନ୍ତି।ଗତକାଲି ରାତିରେ କୌଣସି କଥା କୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା।ହତ୍ୟାକାରି ସାଙ୍ଗକୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ।ମୃତକ ଙ୍କ ନାମ ଅଶୋକ ସେଠି
ହୋଇଥିବା ବେଳେ ଅଭିଯୁକ୍ତ ନାମ ଜଗନ୍ନାଥ ଧୀବର।

Leave a Reply

Your email address will not be published. Required fields are marked *