ଖୁବଶୀଘ୍ର ଘୋଷଣା ହେବ ମାଟ୍ରିକ ଓ +୨ ପରୀକ୍ଷା ଫଳ । ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ସେହିପରି ମେ ଶେଷ ସପ୍ତାହରେ ପ୍ରକାଶ ପାଇପାରେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ଖୁବଶୀଘ୍ର ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା ହେବ ତାରିଖ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ଦାଶ ।

ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି।ସେପଟେ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *