ଡ୍ରୋନ୍ ପାଟ୍ରୋଲିଂ ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୁଲିସ । ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ରହିବ ନଜର । ଆଉ ଏହି ଅପରାଧ ଉପରେ ନଜର ରଖିବ କମିଶନରେଟ ପୁଲିସ । ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଆଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରାଯିବ । ଭିଆଇପି ପ୍ରୋଗ୍ରାମ, ଆସେମ୍ଲି ଓ ଲ’ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଂଟ ସମୟରେ ଏହି ଡ୍ରୋନ୍ ବେଶ ସହାୟକ ହେବ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ତାସହିତ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡକାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି । ଏହି କ୍ୟାମେରା ୫ଶହ ମିଟର ହାଇଟ ସମେତ ୫କିଲୋମିଟର କଭର କରିବ ।

Leave a Reply

Your email address will not be published. Required fields are marked *