ବନ୍ଦ ଘରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର।ମହିଳା ଙ୍କ ନାମ ରାଜଶ୍ରୀ ପରିଡା ।ବୟସ 75 ବର୍ଷ। ନୟାପଲ୍ଲୀ ଏନ 2 ର ଏକ ଆପାର୍ଟମେଣ୍ଟ ରେ ରାଜଶ୍ରୀ ଓ଼ ତାଙ୍କ ପୁଅ ରହୁଥିଲେ।ଗତକାଲି କବାଟ ବନ୍ଦ କରି ଶୋଇବା ପରେ ଆଉ କବାଟ ଖୋଲି ନ ଥିଲେ ରାଜଶ୍ରୀ।ପରିବାର ଲୋକ ଖବର ଦେବା ପରେ ମୃତ ଦେହ ଉଦ୍ଧାର କରିଛି ପୋଲିସ।ପୋଷ୍ଟ ମର୍ଡମ ପରେ ମୃତ୍ୟୁ ର କାରଣ ଜଣା ପଡିବ…

Leave a Reply

Your email address will not be published. Required fields are marked *