ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମୋକା’ । ବାତ୍ୟା ‘ମୋକା’ର ରୂପ ନେଲା ସକ୍ରିୟ ଗଭୀର ଅବପାତ । ବର୍ତ୍ତମାନ ୮କିମି ବେଗରେ ଗତି କରୁଛି ବାତ୍ୟା । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋକା ।

ତେବେ ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ହେବ । ଏହା ପ୍ରଭାବରେ ୧୩ରୁ ସାମାନ୍ୟା ଦୁର୍ବଳ ହେବ ।୧୪ରେ ୧୨୦-୧୩୦କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି ।

ଏହା ପ୍ରଥମେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରେ ବାଂଲାଦେଶ ଓ ମିଆଁମାର ଆଡକୁ ଅଗ୍ରସର ହେବ। ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *