Category: ସମସ୍ୟା

ଚୁଟି ଷ୍ଟ୍ରେଟ୍ କରୁଛନ୍ତି କି ? ଆଜିଠୁ ହୋଇଯାଆନ୍ତୁ ସାବଧାନ

ଚୁଟି ଷ୍ଟ୍ରେଟନିଙ୍ଗ କରୁଥିଲେ ହୋଇଯାଆନ୍ତୁ ସାବଧାନ । ଏହାଦ୍ୱାରା ଆପଣଙ୍କୁ ହୋଇପାରେ କ୍ୟାନ୍ସର । ବର୍ତ୍ତମାନ ସାରା ଭାରତରେ ଚୁଟି ଷ୍ଟ୍ରେଟନିଙ୍ଗ କରିବା ଯୁବତୀ ଓ ମହିଳାମାନଙ୍କର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ଆଜିକାଲି ଫ୍ୟାସନକୁ ନେଇ ଛୋଟରୁ…