Category: ରାଜ୍ୟ

ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ।

ଗତକାଲି ଅଭିନେତା, ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନଙ୍କର ମୃତ୍ୟୁ ଖବର ମିଳିଛି । ତେବେ ଏହା ମଧ୍ୟରେ ପୁଣି ଜଣେ ଅଭିନେତାଙ୍କ…

ଶୈବପୀଠରେ ଗଞ୍ଜେଇ ମନା।

ଶୈବପୀଠମାନଙ୍କରେ ଗଞ୍ଜେଇ ଟଣାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ମନ୍ଦିରରେ ପ୍ରସାଦ ବାହାନାରେ ଚିଲମ ଟଣା ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି…

ଛାତ୍ରଛାତ୍ରୀ ଦେଖିଲେ ଶୂନ୍ୟ ଛାଇ ର ଦୃଶ୍ୟ।

ଛାତ୍ରଛାତ୍ରୀ ଦେଖିଲେ ଶୂନ୍ୟ ଛାଇ ର ଦୃଶ୍ୟ। ଆଜି ଶୂନ୍ୟ ଛାଇ ଦିବସ ହୋଇଥିବା ବେଳେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପଠାଣି ସାମନ୍ତ ପ୍ଳେନେଟୋରିଅମ ପରିସରରେ ଛାଇ ଉଭେଇଯିବାର ଦୃଶ୍ୟ ଅବଲୋକନ କଲେ ରାଜଧାନୀର ଛାତ୍ରଛାତ୍ରୀ । ଏହାକୁ ନେଉ ପ୍ଲାନେଟାରିଉମ…

ଭୁବନେଶ୍ଵର କୁ ଜଗିବ ଡ୍ରୋନ।

ଡ୍ରୋନ୍ ପାଟ୍ରୋଲିଂ ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୁଲିସ । ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ରହିବ ନଜର । ଆଉ ଏହି ଅପରାଧ ଉପରେ ନଜର ରଖିବ କମିଶନରେଟ ପୁଲିସ । ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଆଲ…

RBI ର ବଡ ନିଷ୍ପତି।ଆଉ ଚଳିବନି ଦୁଇ ହଜାର ଟଙ୍କିଆ ନୋଟ।

ଦୁଇ ହଜାର ଟଙ୍କିଆ ନୋଟ କୁ ମାର୍କେଟରୁ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ତେବେ ଏହା ଅଚଳ ହେବନି । ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ମଧ୍ୟ…

ସ୍ବସ୍ତି ପ୍ରିମିୟମ୍‌ରେ ଆରମ୍ଭ ହୋଇଛି ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ।

ସ୍ବସ୍ତି ପ୍ରିମିୟମ୍‌ରେ ଆରମ୍ଭ ହୋଇଛି ରାଜସ୍ଥାନୀ ଫୁଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲ ଆଜି ଠୁ ଆରମ୍ଭ ହୋଇ ଚଳିତମାସ ୨୮ ତାରିଖ ଯାଏ ଚାଲିବ। ଫେଷ୍ଟିଭାଲ ସମୟରେ ଗ୍ରାହକ ଏଠାରେ ପ୍ରାୟ ୧୦୦ ପ୍ରକାରର ଖାଦ୍ୟର ମଜା ପାଇପାରିବେ ।ଏଥିସହ ଗ୍ରାହକ…

କିନ୍ନର ବର ଗଛ ମୂଳେ ସାବିତ୍ରୀ।କଲେ ଗୁରୁ ଙ୍କ ଦୀର୍ଘାୟୁ କାମନା।

ହାତରେ ମେହେନ୍ଦି, ପାଦରେ ଅଳତା । ଗଭାରେ ଗଜରା ପୁଣି ମଥାରେ ସିନ୍ଦୂର । ହିନ୍ଦୁ ପରମ୍ପରା ଅନୁଯାୟୀ ସପ୍ତ ଶିଙ୍ଗାର ରୂପେ ସଜେଇ ହୋଇ ସାବିତ୍ରୀ ପାଳିଛନ୍ତି କିନ୍ନର। ମନରେ ଗୁରୁଙ୍କ ଶୁଭ ମନାସି ବରଗଛ ମୂଳେ ସାବିତ୍ରୀ କିନ୍ନର…

ବିଧାୟିକା ଭାବେ ଶପଥ ନେଲେ ଦୀପାଳି।

ବିଧାୟିକା ଭାବେ ଶପଥ ନେଲେ ଦୀପାଳି । ଝାରସୁଗୁଡାର ନବ ନିର୍ବାଚିତ ବିଧାୟକ ଭାବେ ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ଭୁବନେଶ୍ଵର ରୁ ଦୁବାଇ କୁ ଉଡ଼ିଲା ବିମାନ ।ସହଜ ହେବ ବିମାନ ସେବା।

ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହୋଇଛି ବିମାନ ସେବା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ ରୁ ବାହାରିଛି ଏକ ଫ୍ଲାଇଟ ଭୁବନେଶ୍ବରରେ ୫.୩୦ ରେ ପହଁଚିଛି। ୬.୩୦ରେ ଡାଇରେକ୍ଟ ଫ୍ଲାଇଟ୍…

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା।

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା ।ଟାର୍ଗେଟରେ ଷ୍ଟେସନ ଯାଉଥିବା ଯାତ୍ରୀ । ଜନପଥରେ ବୁଲୁଛନ୍ତି । ଏକୁଟିଆ ଦେଖି ଲୁଟୁଛନ୍ତି । ଲୁଟ ପରେ ବିରୋଧ କଲେ ଚିଲ୍ଳେଇବା ସହ ଯାତ୍ରୀ ଜଣକ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣୁଥିଲେ..ଚେନ୍ନାଇ ଯିବା…