Category: ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ନୟାଗଡ଼ ପୌରପରିଷଦ ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ହାତରେ ପୁଣିଜଣେ ସରକାରୀ ବାବୁ, ନୟାଗଡ଼ ପୌରପରିଷଦ ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ପୌରପରିଷଦ ଆକାଉଣ୍ଟାଣ୍ଟ ଅଜୟ କୁମାର ସାଥୁଆ ।…