Category: ଦେଶ ବିଦେଶ

RBI ର ବଡ ନିଷ୍ପତି।ଆଉ ଚଳିବନି ଦୁଇ ହଜାର ଟଙ୍କିଆ ନୋଟ।

ଦୁଇ ହଜାର ଟଙ୍କିଆ ନୋଟ କୁ ମାର୍କେଟରୁ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ତେବେ ଏହା ଅଚଳ ହେବନି । ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ମଧ୍ୟ…

ଭୁବନେଶ୍ଵର ରୁ ଦୁବାଇ କୁ ଉଡ଼ିଲା ବିମାନ ।ସହଜ ହେବ ବିମାନ ସେବା।

ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହୋଇଛି ବିମାନ ସେବା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ ରୁ ବାହାରିଛି ଏକ ଫ୍ଲାଇଟ ଭୁବନେଶ୍ବରରେ ୫.୩୦ ରେ ପହଁଚିଛି। ୬.୩୦ରେ ଡାଇରେକ୍ଟ ଫ୍ଲାଇଟ୍…

ବାପା ହେବାକୁ ଆଗ୍ରହୀ ଦୂତିଚାନ୍ଦ।

କ୍ରୀଡ଼ା ସେନସସନରୁ କଭରପେଜ୍ । ଆଉ ପ୍ରଚ୍ଛଦପୃ୍ଷ୍ଟାରେ ପ୍ରେମିକାଙ୍କ ଛବି । ପ୍ରେମିକାଙ୍କ ମଥାରେ ଦୂତି ଚାନ୍ଦ ପିନ୍ଧାଇ ଦେଉଥିବା ସିନ୍ଦୁର, ଫଟୋ ସୁଟ୍ ପାଇଁ କରାଯାଇଛି ସତ । କିନ୍ତୁ ଫଟୋ ଜରିଆରେ ଦିଆଯାଇଥିବା ବାର୍ତା ଅତିସ୍ପଷ୍ଟ । ସମଲିଙ୍ଗୀ…

ବକ୍ସ ଅଫିସରେ ଧମାଲ କରୁଛି “ଦ କେରଲା ଷ୍ଟୋରୀ”। ଦ୍ଵିତୀୟ ଦିନରେ ୧୧ କୋଟିରୁ ଊର୍ଦ୍ଧ୍ବ କଲେକ୍ସନ କରିଛି ଏହି ଚଳଚିତ୍ର।

ଦ କେରଲା ଷ୍ଟୋରୀ ବକ୍ସ ଅଫିସରେ କରୁଛି ଧମାଲ।୨ୟ ଦିନରେ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରି ୧୧ କୋଟିରୁ ଊର୍ଦ୍ଧ୍ବ କଲେକ୍ସନ କରିଛି କେରଲା ଷ୍ଟୋରୀ। ଟ୍ରେଲର ରିଲିଜ ହେବା ଦିନଠାରୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଓ ବିରୋଧ ଦେଖା…

ଅନ୍ଧାରରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅନ୍ଧାରରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୯ ମିନିଟ କଟିଲା ବିଦ୍ୟୁତ୍ ।ଲାଇନ ନଥିବା ସତ୍ତ୍ୱେ ମଧ୍ୟ ସମ୍ପୂର୍ଣ୍ଣ ଅନ୍ଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ବନ୍ଦ କରିନଥିଲେ । ଏଥିଲାଗି ତାଙ୍କ ମନରେ ବିରକ୍ତିଭାବ…

ଆସନ୍ତା ଜୁନ୍‍ ୩ ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ ।

ଆସନ୍ତା ଜୁନ୍‍ ୩ ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ । ସିଙ୍ଗାପୁରକୁ ମଙ୍ଗଳବାର ଓ ଶନିବାର ବିମାନ ଯାତ୍ରା କରିବ । ଓଡ଼ିଶାବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ…

ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା ।

ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା । ପାର୍ଟିରୁ ରିଟାୟରମେଣ୍ଟ ନେବା ପାଇଁ ଘୋଷଣା କରିଛନ୍ତି ଶରଦ । ଆଗକୁ ନିର୍ବାଚନ ନ ଲଢ଼ିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଆଉ ୩ ବର୍ଷ…

ପ୍ରସାରିତ ହେଲା ମନ କି ବାତ” ର ୧୦୦ ତମ ସଂସ୍କରଣ।

ରେଡିଓ ଓ ଦୂରଦର୍ଶନରେ ମନର କଥା କହିଲେ ମୋଦି । ସାଧାରଣ ନାଗରିକ ପ୍ରେରଣାଦାୟକ କାହାଣୀର ଆଉ ଏକ ପର୍ବ।ଏହି ଅନନ୍ୟ ପ୍ଲାଟଫର୍ମ କିପରି ସାଧାରଣ ନାଗରିକଙ୍କ ମଧ୍ୟରେ ପ୍ରତିଭାକୁ ଉତ୍ସାହିତ କରୁଛି, ସକରାତ୍ମକତା ବିସ୍ତାର କରିଛି ଏବଂ କିଭଳି ସମଗ୍ର…

ଜାତୀୟ ପତାକାକୁ ନେଇ ସାରା ଦେଶରେ ଚାଲିଛି ରାଜନୀତି, ହେଲେ ଆପଣ ଜାଣନ୍ତି କି ଏହାର ଜୀବନ ଯାତ୍ରା ?

ଭାରତୀୟ ପତାକାର ଜୀବନ ଯାତ୍ରା ୧୯୦୬ରୁ ୧୯୪୭ । ୭ ଅଗଷ୍ଟ ୧୯୦୬ ମସିହା, ବଙ୍ଗ ବିଭାଜନ ବିରୋଧରେ ବୟକଟ ଦିବସ ପାଳନ ପାଇଁ ପରାସି ବଗାନ ଚୌକ ଯାହା ଗ୍ରୀନ ପାର୍କ ନାଁରେ ଜଣାଶୁଣା ସେଠାରେ ହଜାର ହଜାର ଲୋକ…