Category: କ୍ରାଇମବ୍ରାଞ୍ଚ

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚରେ ହାଜର ହେଲେ ଚିନ୍ମୟୀ, ଖୋଲିଲା ବଡ଼ ରହସ୍ୟ

ବାଲେଶ୍ୱର: ଦିବଂଗତ ସମାଜସେବୀ ଆଦିତ୍ୟ ଦାସଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ ଶନିବାର କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି। ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଜେରା କରାଯାଇଛି। ଚିନ୍ମୟୀଙ୍କୁ କ୍ରାଇମବ୍ରାଞ୍ଚର ତିନି ଜଣ ଅଧିକାରୀ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ଏହି…