ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା ।ଟାର୍ଗେଟରେ ଷ୍ଟେସନ ଯାଉଥିବା ଯାତ୍ରୀ । ଜନପଥରେ ବୁଲୁଛନ୍ତି । ଏକୁଟିଆ ଦେଖି ଲୁଟୁଛନ୍ତି । ଲୁଟ ପରେ ବିରୋଧ କଲେ ଚିଲ୍ଳେଇବା ସହ ଯାତ୍ରୀ ଜଣକ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣୁଥିଲେ..ଚେନ୍ନାଇ ଯିବା ପାଇଁ ଟିକେଟ କାଟିବାକୁ ଆସିଥିବା ଏଭଳି ଜଣେ ଯାତ୍ରୀ ଙ୍କ ଠାରୁ ମୋବାଇଲ ଓ଼ କିଛି ଟଙ୍କା ଲୁଟ କରିଥିଲେ.. ପରେ ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେବା ପରେ ଖାରାବେଳନଗର ପୋଲିସ ଆସି ୨ ମହିଳାଙ୍କୁ ଗିରଫ.. ଷ୍ଟେସନ ଏରିଆରେ ବହୁ ଲୁଟ କରିବା ନେଇ ଏହି ମହିଳାଙ୍କ ନାମରେ ମାମଲା ରହିଛି । ଏହିଭଳି ଏକ ମହିଳା ଲୁଟେରା ଗ୍ୟାଙ୍ଗ ଷ୍ଟେସନ ଅଞ୍ଚଳରେ କାମ କରୁଥିବା ପୋଲିସ ସୁରାକ ପାଇଛି ।

Leave a Reply

Your email address will not be published. Required fields are marked *